ଅନଲାଇନ୍‌ରେ ଅବଢ଼ା ବିକ୍ରି ବିରୋଧରେ ଏତଲା

ଆମିଷ ସହ ଅବଢ଼ା ବିକ୍ରି ଅଭିଯୋଗ ପୁରୁଣା ଭୁବନେଶ୍ୱର : ଅନଲାଇନ୍‌ରେ ଶ୍ରୀଅନନ୍ତ ବାସୁଦେବ ଓ ଶ୍ରୀଲିଙ୍ଗରାଜଙ୍କ ଅବଢ଼ା ବିକ୍ରି ଘଟଣା ପଦାକୁ ଆସିବା ପରେ ରାଜଧାନୀରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଓଡ଼ିଆ ଜାତିର ଭାବାବେଗକୁ ଆଘାତ ଲାଗିଥିବା ଅଭିଯୋଗ କରି ଆଜି ଏକାମ୍ର କ୍ଷେତ୍ରରେ ସେବାୟତମାନେ ଶ୍ରୀଲିଙ୍ଗରାଜ ଥାନାରେ ଅଭିଯୋଗ କରିଛନ୍ତି। ଅନ୍‌ଲାଇନ୍‌ରେ ଆମିଷ ବିକ୍ରି ହେଉଥିବା ବେଳେ ଅବଢ଼ା ଭଳି ପବିତ୍ର ପ୍ରସାଦ ବିକ୍ରି କରି … Continue reading ଅନଲାଇନ୍‌ରେ ଅବଢ଼ା ବିକ୍ରି ବିରୋଧରେ ଏତଲା